କର୍କଟ ପୀଡ଼ିତଙ୍କୁ କୁନି ଝିଅର ସହାୟତା: ରାଜ୍ୟପାଳଙ୍କୁ ପ୍ରଦାନ କଲେ ୧୦ ହଜାର ଟଙ୍କା

ଭୁବନେଶ୍ବର: କର୍କଟ ରୋଗରୁ ନିଜେ ସୁସ୍ଥ ହେବାପରେ ଏହି ରୋଗରେ ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ୭ବର୍ଷର କୁନି ଝିଅ ମୟୁରୀ ଚୌଧରୀ। ଭାବନା ଫାଉଣ୍ଡେସନ ସହଯୋଗରେ ମୟୁରୀ ବିଭିନ୍ନ ସ୍ଥାନରେ ଗୀତ ଗାଇ କର୍କଟ ପୀଡ଼ିତଙ୍କ ପାଇଁ ୧୦ହଜାର ଟଙ୍କା ଯୋଗାଡ଼ କରିଛନ୍ତି। ମିଳିଥିବା ଅର୍ଥକୁ ଆଜି ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କୁ ଅର୍ଥ ପ୍ରଦାନ ସମୟରେ ବିଜୁ ଜନତା ଦଳର … Continue reading କର୍କଟ ପୀଡ଼ିତଙ୍କୁ କୁନି ଝିଅର ସହାୟତା: ରାଜ୍ୟପାଳଙ୍କୁ ପ୍ରଦାନ କଲେ ୧୦ ହଜାର ଟଙ୍କା